iCloud ଆନାଲିଟିକ୍ସ୍‌ ଓ ଗୋପନୀୟତା

ଆପଣଙ୍କ ସୂଚନା ସୁରକ୍ଷିତ ରଖିବା ଏବଂ ଆପଣ କ’ଣ ଶେୟର୍ କରିବେ ତାହା ବାଛିବାକୁ ଆପଣଙ୍କୁ ସକ୍ଷମ କରିବା ପାଇଁ ଆନାଲିଟିକ୍ସ୍‌କୁ ଡିଜାଇନ୍ କରାଯାଇଛି।


ଆପଣଙ୍କ Apple ଆକାଉଣ୍ଟ୍‌ରୁ ଉପଯୋଗ ଏବଂ ଡେଟା ଆନାଲିଟିକ୍ସ୍‌କୁ ଅନୁମତି ଦେଇ Appleକୁ Siri ଏବଂ ଅନ୍ଯ ଇଣ୍ଟେଲିଜେଣ୍ଟ୍‌ ଫୀଚର୍‌ ସହିତ ଏହାର ପ୍ରଡକ୍ଟ୍‌ ଏବଂ ସେବାକୁ ଉନ୍ନତ କରିବାରେ ସହାୟତା କରନ୍ତୁ। ଇମେଲ୍ ମେସେଜ୍‌ରୁ ଟେକ୍ସ୍‌ଟ୍ ସ୍ନିପେଟ୍ କିମ୍ବା ଆପଣଙ୍କ ଆକାଉଣ୍ଟ୍‌ରେ ଥିବା ଅନ‍୍ୟାନ‍୍ୟ ସମାନ ଡେଟା ସମେତ ଆପଣଙ୍କ Apple ଆକାଉଣ୍ଟ୍‌ରୁ ଡେଟାର ପୂରା ବିଶ୍ଳେଷଣ ଡିଫରେନ୍ସଲ୍ ଗୋପନୀୟତା ଭଳି ଗୋପନୀୟତା ସଂରକ୍ଷଣ କୌଶଳର ଉପଯୋଗ କରିବା ପରେ ହିଁ କରାଯାଇଥାଏ ଯାହା ଦ୍ୱାରା ଏହା ଆପଣ କିମ୍ବା ଆପଣଙ୍କ ଆକାଉଣ୍ଟ୍ ସହ ସମ୍ବନ୍ଧିତ ହେବ ନାହିଁ।

ଆପଣ ଯେକୌଣସି ସମୟରେ iCloud ଆନାଲିଟିକ୍ସ୍‌କୁ ବନ୍ଦ କରିବାକୁ ଚୟନ କରିପାରିବେ। ଏହା କରିବାକୁ ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଆନାଲିଟିକ୍ସ୍‌ ଓ ଉନ୍ନତିକୁ ଯାଆନ୍ତୁ ଏବଂ “iCloud ଆନାଲିଟିକ୍ସ୍ ଶେୟର୍ କରନ୍ତୁ”କୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।

Apple ଦ୍ବାରା ସଂଗୃହୀତ ସୂଚନାକୁ ସର୍ବଦା Appleର ଗୋପନୀୟତା ନୀତି ଅନୁଯାୟୀ ବ୍ଯବହାର କରାଯିବ, ଯାହାକୁ www.apple.com/in/privacy ରେ ଦେଖାଯାଇପାରିବ

2025-12-12